"ଗ୍ୟାନ୍ତି ବି ବଣ୍ଟୟତେ,ନୈବାତ ଚୋରା ନ ନିୟନ୍ତେ,ଦାନେ ନ ନ କ୍ଷୟଂ ଜାତି ,ବିଦ୍ୟା ଧନମ ମହାଧନମ ଭାବତୀ"
ଏହି ଉକ୍ତିର ଅର୍ଥ କୁ ହୃଦ ବୋଧ କରି ବିଦ୍ୟାରୁପକ ଧନକୁ ବୃଦ୍ଧି କରିବା ଲକ୍ଷରେ
ସାଇ ଗାୟତ୍ରୀ ପରିବାର ତରଫରୁ ଅଭିନବ ପ୍ରୟାସ।
"ଆମେ ପଢିବା,ଦେଶ ଗଢ଼ିବା" କାର୍ଯ୍ୟକ୍ରମ । ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ୬୪ଜଣ ମେଧାବୀ ଵିଦ୍ୟାର୍ଥୀ ଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। Part 8