ଭୁବନେଶ୍ୱରର ନୂଆବଜାର ଟ୍ରାଫିକ୍ ଛକରେ ଏକ ଅଘଟଣ ଘଟିବାକୁ ଯାଇ ମହିଳା ସ୍କୁଟି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଡ଼ ଧରଣର ଦୁର୍ଘଟଣା ଘଟିନଥିବାରୁ ସମସ୍ତେ ଆଶ୍ୱସ୍ତ।