ବାଲେଶ୍ଵର: ରୂପସା ରେଲୱେ ଗେଟରେ ଟ୍ରେନ ଧକ୍କାରେ ଡେପୁଟି ମ୍ୟାନେଜରଙ୍କ ମୃତ୍ୟୁ
Baleshwar, Balasore | Nov 21, 2026
ବାଲେଶ୍ଵର ରୂପସା ରେଲୱେ ଗେଟ ନିକଟରେ ଟ୍ରେନ ଧକ୍କାରେ ଇମାମୀ ପେପର ମିଲର ଡେପୁଟି ମ୍ୟାନେଜର ନିତ୍ୟାନନ୍ଦ ପଣ୍ଡାଙ୍କ ମୃତ୍ୟୁ ହୋଇଛି। ଜିଆରପି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ମାମଲା ରୁଜୁ କରିଛି।