ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତାଳୁ ଜଳାଶୟରେ ଡଙ୍ଗା
ନୂଆଗାଁ ବ୍ଲକର ୨୦ଟି ଗ୍ରାମପଞ୍ଚାୟତରେ ଥିବା ବହୁ ଭକ୍ତାଳୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି।ପ୍ରାପ୍ତିସୂଚନାନୁସାରେ ଝାର ବେଡା ର ଦେଓ ନଦୀ କୂଳରେ ଭକ୍ତାଳୁମାନେ ପହଞ୍ଚି ନୀତିନିୟମ ଅନୁଯାୟୀ ଡଙ୍ଗା ଭସାଇଥିଲେ।ପୁରାଣ କଥା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାକୁ ପବିତ୍ର ଦିନ ଭାବରେ ବିବେଚନା କରାଯାଏ।ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ଵ ରହିଛି।ହାତୀବାରି ପୋଲିସ ପକ୍ଷରୁ ଉପସ୍ଥ