ଏସ୍. ଛଚିନା ରାଧାକୃଷ୍ଣ ହାଇସ୍କୁଲରେ ପରିଚାଳନା କମିଟି ନିର୍ବାଚନ ସମ୍ପନ୍ନ...
ସିମାଞ୍ଚଳ ନାୟକ ସଭାପତି ଏବଂ ପ୍ରଜିତା ରଥ ଉପସଭାପତି ଭାବେ ନିର୍ବାଚିତ...
#BeguniapadaNews #SChachina #RadhakrishnaHighSchool #SMCElection #GanjamNews #SchoolManagementCommittee #OdishaEducation #LocalNewsOdisha
Kabisuryanagar, Ganjam | Jul 29, 2026