ସଦର: ଜିଲ୍ଳା ମୂଖ୍ଯ ଚିକିତ୍ସାଳୟ ତ୍ରୁଟି ଓ ଅବହେଳାର ଅଭିଯୋଗ ନେଇ ଭବାନୀପାଟଣା ଆସି ଜିଲ୍ଲାପାଳଙ୍କୁ ଜଣାଇଲେ ସରପଞ୍ଚ ସଙ୍ଘ ସଭାପତି
Sadar, Kalahandi | Jul 23, 2025
ଥୁଆମୂଳ ଗ୍ରାମପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜନୀ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଅବହେଳା ନେଇ ଜିଲ୍ଲାପାଳ ଓ ସି ଦି ଏମ୍...