ନୀଳଗିରି: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ ନୀଳଗିରି ବିଧାୟକ
ଫକୀର ମୋହନ ବିଶ୍ୱବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧି ଓ ଏବିଭିପି କର୍ମକର୍ତ୍ତାମାନେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କୁ ସାକ୍ଷାତ କରିଛନ୍ତି। ବିଶ୍ୱବିଦ୍ୟାଳୟର ବିକାଶ ଓ ଛାତ୍ର ସମସ୍ୟା ନେଇ ବିଧାୟକଙ୍କ ସହ ଗଠନମୂଳକ ଆଲୋଚନା ହୋଇଛି।