Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଲୋଇସିଂହା: ଆଗଲପୁର ମିନି ଷ୍ଟାଡିୟମରେ ‘ବିଧାୟକ କପ୍–୨୦୨୬ନେଇ ସାମ୍ବାଦିକ ସମ୍ମିଳନୀ ୨୪ରୁ ୨୭ ଜାନୁଆରୀ ପର୍ଯ୍ୟନ୍ତ ହେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Loisinga, Balangir | Jan 17, 2026
ଆଗଲପୁର ମିନି ଷ୍ଟାଡିୟମରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ‘ବିଧାୟକ କପ୍–୨୦୨୬’ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି। ଏହି ସମ୍ମିଳନୀରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୮ଟି ଦଳ ଭାଗ ନେବାର ଯୋଜନା ରହିଥିବା ବେଳେ, ଏହା ମାଧ୍ୟମରେ ଅଞ୍ଚଳର ଯୁବ ପ୍ରତିଭାମାନେ ନିଜ କୌଶଳ ପ୍ରଦର୍ଶନ କରିବାର ସୁ