ଜୁନାଗଡ: ଧର୍ମଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଔଷଧ ଅଭାବ, ଦାବି ଜଣାଇଲା ବିଜେଡି
ଧର୍ମଗଡ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଜୀବନ ରକ୍ଷାକାରୀ ଔଷଧ ଅଭାବ ଏବଂ ଶବ ବାହକ ଗାଡ଼ି ସମେତ ବିଶେଷଜ୍ଞ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ।