Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Hardoi
Cricket
Lucknow
लखनऊ
Crimenews

ଜଟଣୀ: ଅରଗୁଳ ରେଳ ଷ୍ଟେସନ ରେଳ ଧାରଣା ପାର୍ଶ୍ୱରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Jatani, Khordha | Oct 7, 2025
ଜଟଣୀ ଅରଗୁଳ ରେଳ ଷ୍ଟେସନ ନିକଟ ରେଳ ଧାରଣା ପାର୍ଶ୍ୱରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଏହି ଘଟଣା ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ଘଟିଛି |
ଜଟଣୀ: ଅରଗୁଳ ରେଳ ଷ୍ଟେସନ ରେଳ ଧାରଣା ପାର୍ଶ୍ୱରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର - Jatani News