Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ତଲସରା: ଜଳ ସଂରକ୍ଷଣ ସମସ୍ତଙ୍କ ଦାୟୀତ୍ବ - ଉପ ବାଚସ୍ପତି ଯାଜପୁର ଗ୍ରାମରେ ଜଳ ଅର୍ପଣ ଦିବସ ପାଳିତ

Talasara, Sundargarh | Mar 6, 2026
ବଡ଼ଗାଁ ବ୍ଳକ ଅନ୍ତର୍ଗତ ଦାଣ୍ଡଜମିରା ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ଆଜି ଜଳ ପରିମଳ ବିଭାଗ ପକ୍ଷରୁ ଜଳ ଅର୍ପଣ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଅଂଶଗ୍ରହଣ କରି ଜଳ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ କହିବା ସହ ଜଳ ହିଁ ଜୀବନ କହିଥିଲେ। ଏହି ପ୍ରକଳ୍ପ ଦାଣ୍ଡଜମିରା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ କୁ ପାନୀୟ ଜଳ ଯୋଗାଇବ ବୋଲି ସୂଚନା ଦେଇଥିଲେ। ଏହା ସହ ରାଜ୍ୟ ସରକାର ପ୍ରତେକ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ।
ତଲସରା: ଜଳ ସଂରକ୍ଷଣ ସମସ୍ତଙ୍କ ଦାୟୀତ୍ବ - ଉପ ବାଚସ୍ପତି ଯାଜପୁର ଗ୍ରାମରେ ଜଳ ଅର୍ପଣ ଦିବସ ପାଳିତ - Talasara News