ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡର ଦୁରବସ୍ଥା, ହସ୍ତାନ୍ତରକୁ ନେଇ ପ୍ରଶ୍ନ
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡରେ ମୌଳିକ ସୁବିଧା ଓ ପରିମଳର ଅଭାବକୁ ନେଇ ଯାତ୍ରୀମାନେ ହନ୍ତସନ୍ତ। ରାଜ୍ୟ ପରିବହନ ନିଗମକୁ ବସ୍ଷ୍ଟାଣ୍ଡ ହସ୍ତାନ୍ତରରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।