ପରଜଙ୍ଗ: ଢେଙ୍କାନାଳ: ଚୁଳିଆ ମୁଣ୍ଡାସାହି ଜଙ୍ଗଲରେ ବ୍ୟାପକ ଚଢ଼ାଉ, ୩୦୦୦ ଲିଟର ପୋଚ ଜବତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ମୁଣ୍ଡାସାହି ଜଙ୍ଗଲରେ ପୋଲିସର ଚଢ଼ାଉ। ୩,୦୦୦ ଲିଟର ପୋଚ ଏବଂ ୨୦୦ ଲିଟର ମହୁଲି ମଦ ଜବତ। ଅବୈଧ ମଦ କାରବାର ବିରୋଧରେ ଜାରି ରହିବ କଡ଼ା କାର୍ଯ୍ୟାନୁଷ୍ଠାନ।