ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଛାଡ଼ ଖାଇ ପର୍ବ ପାଳନ। ଜଳାଭିଷେକ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼। ପୂଜାର୍ଚ୍ଚନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପହଞ୍ଚିଲେ ଶ୍ରଦ୍ଧାଳୁ।