ଝାରସୁଗୁଡା: ଝାରସୁଗୁଡ଼ା: କିରାରମା ଗ୍ରାମରେ ଧାନ ଫସଲ ସ୍ଥିତି ଅନୁଧ୍ୟାନ କଲେ CDAO
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କିରାରମା ଗ୍ରାମରେ ଧାନ ଫସଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ସେ ଚାଷୀ ଭରତ ପ୍ରଧାନଙ୍କ କ୍ଷେତ ବୁଲି ଦେଖିବା ସହ ଗ୍ରାମରେ ଆୟୋଜିତ ଏଫ୍ଆର କ୍ୟାମ୍ପରେ ମଧ୍ୟ ଯୋଗ ଦେଇଛନ୍ତି।