ତାଳଚେର: ତାଳଚେରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ, 5,05,817 ହିତାଧିକାରୀଙ୍କୁ ମିଳିବ ସୁବିଧା
Talcher, Angul | Nov 21, 2026
ତାଳଚେରରେ ଅନୁଷ୍ଠିତ ହୋଇଛି ବ୍ଲକ୍ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ। ମଧୁବାବୁ ପେନସନ ଯୋଜନାରେ ରାଜ୍ୟର 5,05,817 ଯୋଗ୍ୟ ବ୍ୟକ୍ତିଙ୍କୁ ଅକ୍ଟୋବର ମାସଠାରୁ ଭତ୍ତା ପ୍ରଦାନ କରାଯିବ। ଆଜି ପୂର୍ବାହ୍ନ 10ଟାରେ ତାଳଚେର ସଭାଗୃହଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।