Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
image
image
image

ଜବର ଦଖଲ ଉଛେଦ ବନ୍ଦ ହେବାରୁ ସାମ୍ବାଦିକ ସମ୍ମିଳନୀ, ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲପାଳଙ୍କ ନିର୍ଦେଶକୁ ବସ୍ତା ପ୍ରଶାସନର ଅବମାନନା, ଆବଶ୍ୟକ ପୋଲିସ ନାହିଁ କହି ଦିନ ଗଡିବାକୁ ମସୁଧା। ଉଚ୍ଚ ନ୍ୟାୟାଳୟ ଓ ବାଲେଶ୍ୱର ଜିଲ୍ଲପାଳଙ୍କ ସ୍ପଷ୍ଟ ନିର୍ଦେଶ ଥାଇ ବି ବସ୍ତା ପ୍ରଶାସନ ସ୍ମଶାନ ଜମିରୁ ଜବର ଦଖଲ ଉଛେଦ କରୁନଥିବା ଅଭିଯୋଗ ଆଣି ଗ୍ରାମବାସୀ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବଶ୍ୟକ ପୋଲିସ ଫୋର୍ସ ନାହିଁ କହି ପ୍ରଶାସନ ଇଚ୍ଛାକୃତ ଭାବେ ଦିନ ଗଡାଉଥିବା ଅଭିଯୋଗ କରି ସାମ୍ବାଦିକ ସମିଳନୀ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଥେଙ୍ଗଡିହା ମୌଜା(ସ୍ମଶାନ) ଟୋଲଗେଟ ବଜାରରେ। CMO Odisha Pratap Chandra Sarangi Surajtv PMO India Brajamohan Pradhan Surajtv Odia Rabindra Kumar Jena

Basta, Balasore | Jul 3, 2026

MORE NEWS

ବେଆଇନ ଗଚ୍ଛିତ ବାଲିକୁ ନିଲାମ କଲା ପ୍ରଶାସନ, ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ରେ Surajtv Surajtv Odia

ବେଆଇନ ଗଚ୍ଛିତ ବାଲିକୁ ନିଲାମ କଲା ପ୍ରଶାସନ, ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ରେ Surajtv Surajtv Odia

Basta, Balasore | Jul 20, 2026

#ଚଞ୍ଚକତା_କରି_ଜମି_ହଡ଼ପ_ଅଭିଯୋଗ ।
👉#ବାଲିଆପାଳ_ସବରେଜିଷ୍ଟ୍ରାର_ଙ୍କ_ମନମାନି ।
👉#ଘରବାଡ଼ି_କିସମ_ରେ_ତିନି_ମହଲା_କୋଠା_ଘର
👉#ଅଭିଯୋଗ_ପାଇ_ମଧ୍ୟ_ପାଳ_କିସମ_ରେ_ହେଲା_ରେଜିଷ୍ଟ୍ରେସନ 
👉#ସବରେଜିଷ୍ଟ୍ରାର_ଙ୍କ_କାର୍ଯ୍ୟ_ସ୍ବଚ୍ଛତା_କୁ_ଉଠିଲା_ବଡ଼_ପ୍ରଶ୍ନ । 
#newsfeed #BASTA #TopNews #balasore #LandIssue #dmbalasore 
Janata darapana odisha Mahima TV Surajtv Odia ଭାରତ News Odia Odisha Police Organisation

#ଚଞ୍ଚକତା_କରି_ଜମି_ହଡ଼ପ_ଅଭିଯୋଗ । 👉#ବାଲିଆପାଳ_ସବରେଜିଷ୍ଟ୍ରାର_ଙ୍କ_ମନମାନି । 👉#ଘରବାଡ଼ି_କିସମ_ରେ_ତିନି_ମହଲା_କୋଠା_ଘର 👉#ଅଭିଯୋଗ_ପାଇ_ମଧ୍ୟ_ପାଳ_କିସମ_ରେ_ହେଲା_ରେଜିଷ୍ଟ୍ରେସନ 👉#ସବରେଜିଷ୍ଟ୍ରାର_ଙ୍କ_କାର୍ଯ୍ୟ_ସ୍ବଚ୍ଛତା_କୁ_ଉଠିଲା_ବଡ଼_ପ୍ରଶ୍ନ । #newsfeed #BASTA #TopNews #balasore #LandIssue #dmbalasore Janata darapana odisha Mahima TV Surajtv Odia ଭାରତ News Odia Odisha Police Organisation

Basta, Balasore | Jul 20, 2026

#ବସ୍ତା_ନିର୍ବାଚନ_ମଣ୍ଡଳୀ_ବାଲିଆପାଳ_ରେ_ବିଜେପି_ବିଜେପି_ମଧ୍ୟରେ_କାଦୁଅ_ଫିଙ୍ଗା_ଫିଙ୍ଗି ।
#ପୁରୁଣା_ବିଜେପି_କାର୍ଯ୍ୟକାର୍ତ୍ତାଙ୍କ_ବନ୍ଧୁ_ମିଳନ_ଓ_ସମ୍ବର୍ଦ୍ଧନା_ସଭା
#ଅଲୋଡା_ହେଉଛନ୍ତି_କି_ବାଲିଆପାଳର_ପୁରୁଣା_ବିଜେପି_କର୍ମୀ #ଆମଦାନୀ_ନେତା_ଙ୍କୁ_ଦଳ_ଦେଉଛି_କି_ଗୁରୁତ୍ୱର
#ବାଲିଆପାଳ_ବିଜେପି_ର_ଏକ_ହେଉଛି_ଭିତର_କଳି
#ଦାଣ୍ଡରେ_ପଡି_ହାଟରେ_ଗଡୁଛି ।
CMO Odisha  Pradeep Kumar Panda  Pratap Chandra Sarangi Rajesh Behera Janata darapana odisha  Mahima TV  Rajesh Giri 
#NarendraModi #PMOIndia Rabindra Jain

#ବସ୍ତା_ନିର୍ବାଚନ_ମଣ୍ଡଳୀ_ବାଲିଆପାଳ_ରେ_ବିଜେପି_ବିଜେପି_ମଧ୍ୟରେ_କାଦୁଅ_ଫିଙ୍ଗା_ଫିଙ୍ଗି । #ପୁରୁଣା_ବିଜେପି_କାର୍ଯ୍ୟକାର୍ତ୍ତାଙ୍କ_ବନ୍ଧୁ_ମିଳନ_ଓ_ସମ୍ବର୍ଦ୍ଧନା_ସଭା #ଅଲୋଡା_ହେଉଛନ୍ତି_କି_ବାଲିଆପାଳର_ପୁରୁଣା_ବିଜେପି_କର୍ମୀ #ଆମଦାନୀ_ନେତା_ଙ୍କୁ_ଦଳ_ଦେଉଛି_କି_ଗୁରୁତ୍ୱର #ବାଲିଆପାଳ_ବିଜେପି_ର_ଏକ_ହେଉଛି_ଭିତର_କଳି #ଦାଣ୍ଡରେ_ପଡି_ହାଟରେ_ଗଡୁଛି । CMO Odisha Pradeep Kumar Panda Pratap Chandra Sarangi Rajesh Behera Janata darapana odisha Mahima TV Rajesh Giri #NarendraModi #PMOIndia Rabindra Jain

Basta, Balasore | Jul 20, 2026