ସୁକିନ୍ଦା: ଦଶରଥପୁର ଥାନାର ଦୟନୀୟ ଅବସ୍ଥା: ଡାକବଙ୍ଗଳାରେ ଚାଲିଛି କାର୍ଯ୍ୟକଳାପ
Sukinda, Jajpur | Oct 27, 2026 ଦଶରଥପୁର ଥାନାର ଭିତ୍ତିଭୂମିକୁ ନେଇ ବଡ଼ ସମସ୍ୟା। 2023 ଜାନୁଆରୀ 9ରେ ଭିତ୍ତିପ୍ରସ୍ତର ପଡ଼ିଥିଲେ ବି ଏଯାଏ ନିର୍ମାଣ ହୋଇନି ନୂଆ ଥାନା। ଡାକବଙ୍ଗଳାରେ ଚାଲିଛି କାମ, ନାହିଁ ହାଜତ କି କର୍ମଚାରୀ ଗୃହ।