ଲଖନପୁର: ଝାରସୁଗୁଡ଼ାରେ ଦୀପାବଳି ପାଇଁ ମହିଳାଙ୍କ ହସ୍ତଶିଳ୍ପ ଷ୍ଟଲ୍ ଉଦ୍ଘାଟିତ
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଦୀପାବଳି ସାମଗ୍ରୀର ବିକ୍ରୟ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଉଦ୍ଘାଟିତ ହୋଇଛି। ଏହାଦ୍ୱାରା ମହିଳାମାନେ ନିଜ ହାତତିଆରି ସାମଗ୍ରୀ ବିକ୍ରୟ କରି ସ୍ୱାବଲମ୍ବୀ ହୋଇପାରିବେ।