କଟକ ପୌରାଞ୍ଚଳ: ସମ୍ଭାବ୍ୟ ବାତ୍ୟା 'ଅକୱାନ୍': କଟକର ବିଭିନ୍ନ ବସ୍ତିରେ ପ୍ରଶାସନର ସ୍ଥିତି ଅନୁଧ୍ୟାନ
ସମ୍ଭାବ୍ୟ ବାତ୍ୟା 'ଅକୱାନ୍'କୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମର ୱାର୍ଡ ନଂ 48, ଜଗତପୁର ଓ ନିମପୁର ବସ୍ତିରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ବାସିନ୍ଦାଙ୍କୁ ସଚେତନ କରାଯିବା ସହ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।