ଜୁନାଗଡ: କଳାହାଣ୍ଡି: ପୋଲିସ ଏଏସଆଇଙ୍କ ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଏସପିଙ୍କ ଦ୍ବାରସ୍ଥ ପରିବାର
କଳାହାଣ୍ଡି ଜିଲ୍ଲାରେ ପୋଲିସ ଏଏସଆଇଙ୍କ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସର ତଦନ୍ତ ନେଇ ସନ୍ଦେହ ପ୍ରକାଶ କରି ମୃତକଙ୍କ ପରିବାର ଏସପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି।