ଜୟପୁର ଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ୨୦୨୬ ତେଲ ବ୍ୟବସାୟୀଙ୍କ ସହ ବ୍ୟାଙ୍କର ସମ୍ପର୍କ ମଜବୁତ କରିବା ଉପରେ ଗୁରୁତ୍ୱ ଆଲୋଚନା,ଏହି କାର୍ଯ୍ୟକ୍ରମ ରେ ଗ୍ରାହକମାନେ ନିଜ ବ୍ୟବସାୟିକ ଯାତ୍ରା ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଗ୍ରାହକଙ୍କ ସହ ବିଶ୍ୱାସ,ପ୍ରତିବଦ୍ଧତା ଓ ସହଭାଗିତାର ସମ୍ପର୍କକୁ ଆହୁରି ମଜବୁତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।