ଝାରସୁଗୁଡା: କିର୍ମିରା ଏକଲବ୍ୟ ବିଦ୍ୟାଳୟରେ ଉଦ୍ଘାଟିତ ହେଲା 5ଟି ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର
ଜନଜାତୀୟ ଗୌରବ ଦିବସରେ କିର୍ମିରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଉଦ୍ଘାଟିତ ହେଲା ୫ଟି ନୂତନ ବିଜ୍ଞାନ ପରୀକ୍ଷାଗାର। ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଓ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଉତ୍ସର୍ଗ କରାଯାଇଛି।