ସଦର: ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ jps କଲେଜ ପରିସରରେ ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା କାର୍ଯ୍ୟକ୍ରମ
ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସାଇବର ସୁରକ୍ଷା ଅଭିଯାନ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ JPS କଲେଜ ପରିସରରେ ଆଜି ସକାଳ ସମୟରେ କରାଯାଇଥିଲା