ଛତ୍ରପୁର: ବ୍ରହ୍ମପୁର ମହାନଗର ନିଗମ ୯ ନମ୍ବର ୱାର୍ଡ ଥିବା ସରକାରୀ ଆପ୍ଟମେଣ୍ଟ ପାଖରେ ନବଜାତଶିଶୁର ମୃତ ଦେହ ଉଦ୍ଧାର !
ଆଜି ରବିବାର ସକାଳ 6ଘଣ୍ଟା ସମୟରେ ବ୍ରହ୍ମପୁର ମହାନଗର ନିଗମର ୯ ନମ୍ବର ୱାର୍ଡ ଥିବା ସରକାରୀ ଆପ୍ଟମେଣ୍ଟ ପାଖରେ ନବଜାତ ମୃତ ଶିଶୁଟି ପଡିଥିବାର ଜଣା ପଡିଛି ! ହେଲେ ଏହି ଶିଶୁଟି କିଏ ଆଉ କାହିଁକି ଏହିପରି ଫୋପାଡ଼ି ଦେଇଛି ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନି ! ତଦନ୍ତ ପରେ ସମ୍ପୂର୍ଣ୍ଣ କାରଣ ଜଣା ପଡିବ !