Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
Congress
Modi
Delhi
Viral
Crime
शिक्षा
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Bhopal
Haryana
Uttarpradesh
Cbse

ଛେଣ୍ଡିପଦା: ବାପୁଜୀ ମହାବିଦ୍ୟାଳୟ ତରଫରୁ ବ୍ଲକ ଛକ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Chhendipada, Angul | Aug 14, 2025
ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ବାପୂଜୀ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଧର୍ମରାଜ ତ୍ରିପାଠୀ ଙ୍କ ତତ୍ତ୍ଵବଧାନ ରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଶୋଭାଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗଣ ଜାତୀୟ ପତାକା ଧରି ବିଭିନ୍ନ ଦେଶତ୍ମୋକବୋଧ ସ୍ଲୋଗାନ ଦେଇ ଶୋଭାଯାତ୍ରା ଟି ବାପୁଜୀ ମହାବିଦ୍ୟାଳୟ ପରିସର ରୁ ଆରମ୍ଭ ହୋଇ ବ୍ଲକ ଛକ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।
ଛେଣ୍ଡିପଦା: ବାପୁଜୀ ମହାବିଦ୍ୟାଳୟ ତରଫରୁ ବ୍ଲକ ଛକ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ - Chhendipada News