ଗୁଡାରି: ଗୁଡାରି ପ୍ରେସ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ, ମକରଧ୍ଵଜ କାଦମ୍ବାଲୁ ହେଲେ ସଭାପତି
ଗୁଡାରି ପ୍ରେସ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି। ମକରଧ୍ଵଜ କାଦମ୍ବାଲୁ ସଭାପତି, ଶ୍ରୀନିବାସ ପାଢ଼ୀ ଉପ ସଭାପତି, ପ୍ରସାଦ ଲିମା ସମ୍ପାଦକ ଓ ଲୋକନାଥ ସାହୁ ସହ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି। ଏଲ ସିଵା କୋଷାଧକ୍ଷ ଭାବେ ମନୋନୀତ ହୋଇଛନ୍ତି।