Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana

ଛତ୍ରପୁର: ବ୍ରହ୍ମପୁର ଚନ୍ଦ୍ରମଣିପେଟା ସାହିରେ ମହାଲକ୍ଷ୍ମୀଙ୍କ ପୂଜା, ଯୋଗଦେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

Chhatrapur, Ganjam | Nov 30, 2025
ପବିତ୍ର ମାର୍ଗଶୀର ମାସରେ ବ୍ରହ୍ମପୁର ଚନ୍ଦ୍ରମଣିପେଟା ସାହିରେ ମା' ମହାଲକ୍ଷ୍ମୀଙ୍କ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଉକ୍ତ ପୂଜା ମଣ୍ଡପରେ ଯୋଗ ଦେଇଥିଲେ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ମା' ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ସମସ୍ତ ଓଡ଼ିଶା ବାସୀଙ୍କୁ ଧନ ଓ ଐଶ୍ୱର୍ଯ୍ୟରେ ଭରି ଦେବାକୁ ମା'ଙ୍କ ପାଖେ କାମନା କରିଛନ୍ତି ମନ୍ତ୍ରୀ।