Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
रेलवे
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
उत्तरप्रदेश
Pmmodi
Rahulgandhi
कानपुर
Uttarpradesh
pnewsodisha2
ଛାତ୍ରଛାତ୍ରୀଙ୍କ ସ୍ୱରକୁ ଦମନ ବିରୋଧ ରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ | ନୀଟ ପ୍ରଶ୍ନପତ୍ର ଲିଗ୍ଓ ଛାତ୍ରଛାତ୍ରୀ ଙ୍କ ସ୍ୱରକୁ ଦମନ ବିରୋଧ ରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । #latastnewsupdate #BreakingNews #pabitranewsodishalive #Congress #pabitranews #Bhadrak
Kendujhar Town, Kendujhar
| Jul 23, 2026
#latastnewsupdate
#breakingnews
#pabitranewsodishalive
#congress
#pabitranews
#bhadrak
MORE NEWS
ଘର ଅଗଣାରେ ବ୍ରହ୍ମ କୋମଳ ଫୁଲ |
Kendujhar Town, Kendujhar | Jul 23, 2026
ନିଟପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତାଳଚେରରେ ବିଜେପିର ବିକ୍ଷୋଭ | #latastnewsupdate #pabitranewsodishalive #bjp #talcher #anugul
Kendujhar Town, Kendujhar | Jul 23, 2026
#ତାଳଚେର_ବାଲୁଙ୍ଗାରୁ_ବିଷଧର_ନାଗ_ସାପ_ଉଦ୍ଧାର ତାଳଚେର ବାଲୁଙ୍ଗା ଅଞ୍ଚଳରେ ଏକ ବିଷଧର ନାଗ ସାପ ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସତ୍ୟସନାତ ସଂଗଠନର ସକ୍ରିୟ ସଦସ୍ୟ ତଥା ଗୋରକ୍ଷକ ସଞ୍ଜୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ସତର୍କତାର ସହ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। #BreakingNews #pabitranewsodishalive #pabitranews #latastnewsupdate #OdishaNews #anugul #talcher
Kendujhar Town, Kendujhar | Jul 23, 2026
#କେନ୍ଦୁଝରରେ_ବିଜେଡିର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ #ରାଜ୍ୟ_ସରକାରଙ୍କ_ବିରୋଧରେ_ବିକ୍ଷୋଭ କେନ୍ଦୁଝରରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ। ହଜାର ହଜାର କର୍ମୀଙ୍କ ସମାଗମ, ସବୁଜ ପତାକାରେ ଦୁଲୁକିଲା ସହର। "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ନାମରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରାଯାଇଛି।କେନ୍ଦୁଝରରେ ଆଜି ବିଜୁ ଜନତା ଦଳ ପକ୍ଷରୁ "ଶିକ୍ଷ ବଞ୍ଚାଅ ଆନ୍ଦୋଳନ"କୁ ନେଇ ଏକ ବୃହତ୍ ବିକ୍ଷୋଭ ଓ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଶହ ଶହ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ଦଳୀୟ କର୍ମୀ କେନ୍ଦୁଝରରେ ଏକତ୍ରିତ ହୋଇଥିଲେ। #pabitranewsodishalive #nabinpattanayak #latastnewsupdate #BreakingNews #bjd
Kendujhar Town, Kendujhar | Jul 23, 2026