Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
रेलवे
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
उत्तरप्रदेश
Pmmodi
Rahulgandhi
कानपुर
Uttarpradesh

#ତାଳଚେର_ବାଲୁଙ୍ଗାରୁ_ବିଷଧର_ନାଗ_ସାପ_ଉଦ୍ଧାର ତାଳଚେର ବାଲୁଙ୍ଗା ଅଞ୍ଚଳରେ ଏକ ବିଷଧର ନାଗ ସାପ ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସତ୍ୟସନାତ ସଂଗଠନର ସକ୍ରିୟ ସଦସ୍ୟ ତଥା ଗୋରକ୍ଷକ ସଞ୍ଜୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ସତର୍କତାର ସହ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। #BreakingNews #pabitranewsodishalive #pabitranews #latastnewsupdate #OdishaNews #anugul #talcher

MORE NEWS

#ତାଳଚେର_ବାଲୁଙ୍ଗାରୁ_ବିଷଧର_ନାଗ_ସାପ_ଉଦ୍ଧାର ତାଳଚେର ବାଲୁଙ୍ଗା ଅଞ୍ଚଳରେ ଏକ ବିଷଧର ନାଗ ସାପ ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସତ୍ୟସନାତ ସଂଗଠନର ସକ୍ରିୟ ସଦସ୍ୟ ତଥା ଗୋରକ୍ଷକ ସଞ୍ଜୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ସତର୍କତାର ସହ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। #BreakingNews #pabitranewsodishalive #pabitranews #latastnewsupdate #OdishaNews #anugul #talcher - Kendujhar Town News