ଧର୍ମଶାଳା: ବଡ଼ଚଣାରେ ଭୟାବହ ଅଗ୍ନିକାଣ୍ଡ: ଘର ଭିତରେ ଜୀବନ୍ତ ଦଗ୍ଧ ହେଲେ ୪ ଜଣ
ଯାଜପୁର ବଡ଼ଚଣା ବ୍ଲକ ନଳିପୁର ଗ୍ରାମରେ ଆଜି ରାତିରେ ହୋଇଥିବା ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେକ୍ ନିଜାମ ଉଦ୍ଦିନଙ୍କ ଘରେ ଲାଗିଥିବା ନିଆଁରେ ବୋହୁ, ଝିଅ, ନାତୁଣୀ ଓ ନାତିଙ୍କ ଜୀବନ ଯାଇଛି।