Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ବଗଦା ଗ୍ରାମରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ୱାମୀ ଗିରଫ

Soro, Balasore | Dec 16, 2025
ସୋର ବ୍ଲକ କେଶରୀପୁର ପଞ୍ଚାୟତ ବଗଦା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ସୋର ପୁଲିସ।ସୂଚନା ଅନୁସାରେ ବଗଦା ଗ୍ରାମର ବିକାଶ ମଳିକ ପିଞ୍ଛାବଣିଆ ଗ୍ରାମର ଏକାଦଶୀ ମଳିକଙ୍କ ଝିଅ ଜୟନ୍ତୀ ମଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।କିନ୍ତୁ ରବିବାର ମଧ୍ୟାହ୍ନରେ ଜୟନ୍ତୀ ଆତ୍ମହତ୍ୟା କରିଥିବା କଥା ଶ୍ଵଶୁର ଘର ଲୋକେ ଜୟନ୍ତୀଙ୍କ ବାପା ଘର ଲୋକଙ୍କୁ ଖବର ଦେଇଥିଲେ। ଫଳରେ ବାପା ଘର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜାଣିବାକୁ ପାଇଥିଲେ।