Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ପୁରୀ ବଡ଼ଦାଣ୍ଡ #everyonefollowers #highlight #padampurtv #viralchallenge #follow4followback

MORE NEWS

ଦିଲ୍ଲିର ଜନ୍ତରମନ୍ତର ଠାନେ
ବାଜଲା #ଗଣାବଜା ।
ବିହା ବରପନଥିଁ 
ଡାଲଖାଇ ରସରକେଲି ନାଚଗାନାଥିଁ
ଦେ ଦେବତାକୁଁ ପରଘେଇ ଆନବାକେ ବାଜସି ଆମର ବଜା ଗଣାବଜା।
ଇଥର ପ୍ରତିବାଦ ପ୍ରତିରୋଧର ରାଜନୈତିକ ମଂଚଥିଁ ହଜାର ହଜାର ଲୋକକୁଁ ବାରତା ଦେଲା
ଗଣାବଜା।
#everyonefollowers 
#viralpost 
#highlight 
#follow4followback 
#dellhi 
#Odisha  
#PadampurTv

ଦିଲ୍ଲିର ଜନ୍ତରମନ୍ତର ଠାନେ ବାଜଲା #ଗଣାବଜା । ବିହା ବରପନଥିଁ ଡାଲଖାଇ ରସରକେଲି ନାଚଗାନାଥିଁ ଦେ ଦେବତାକୁଁ ପରଘେଇ ଆନବାକେ ବାଜସି ଆମର ବଜା ଗଣାବଜା। ଇଥର ପ୍ରତିବାଦ ପ୍ରତିରୋଧର ରାଜନୈତିକ ମଂଚଥିଁ ହଜାର ହଜାର ଲୋକକୁଁ ବାରତା ଦେଲା ଗଣାବଜା। #everyonefollowers #viralpost #highlight #follow4followback #dellhi #Odisha #PadampurTv

Bargarh, Bargarh (Baragarh) | Jul 27, 2026

👉 #ତେଲେଙ୍ଗାନା ରାଜ୍ୟରେ ଫସିଥିବା ପୁଅ କୁ #ଉଦ୍ଧାର କରିବା ନିମନ୍ତେ ବାପର ଗୁହାରି 
👉 ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ରେ ଅଭିଯୋଗ । 
#padampurtv 
#dmbargarh 
#everyonefollowers 
#cmoodisha 
#viralchallenge

👉 #ତେଲେଙ୍ଗାନା ରାଜ୍ୟରେ ଫସିଥିବା ପୁଅ କୁ #ଉଦ୍ଧାର କରିବା ନିମନ୍ତେ ବାପର ଗୁହାରି 👉 ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ରେ ଅଭିଯୋଗ । #padampurtv #dmbargarh #everyonefollowers #cmoodisha #viralchallenge

Bargarh, Bargarh (Baragarh) | Jul 27, 2026

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । 
ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି ।
#everyonefollowers 
#padampurtv

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି । #everyonefollowers #padampurtv

Bargarh, Bargarh (Baragarh) | Jul 27, 2026

ପୁରୀ ବଡ଼ଦାଣ୍ଡ #everyonefollowers #highlight #padampurtv #viralchallenge #follow4followback - Bargarh News