Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି । #everyonefollowers #padampurtv

MORE NEWS

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି । #everyonefollowers #padampurtv - Bargarh News