Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରୀ ଦିନ ଲାଗି ଭୁବନେଶ୍ୱର ଠାରେ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଗଲା ନିଉତା

Sambalpur M, Sambalpur | Jul 17, 2025
ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଅଗଷ୍ଟ 1 ସମ୍ବଲପୁରୀ ଦିନ ଲାଗି ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀକୁ ନିଉତା ଦିଆଯାଇଛି। ଏହି ନିଉତା ଦେବା ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସଭାପତି ସମିର ରଞ୍ଜନ ବବୁ , ଆବାହକ ଡ଼ାକ୍ତର ସଞ୍ଜିବ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏନେଇ ଆଜି ଦିନ 3 ଟା ସମୟରେ ସମ୍ବଲପୁରୀ ଏକତା ମଞ୍ଚର ଆବାହକ ଡ଼ାକ୍ତର ସଞ୍ଜିବ ମିଶ୍ର ସୁଚନା ଦେଇଛନ୍ତି।

MORE NEWS