Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ମୁଣ୍ଡିଗୁଡାର ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ମୃତ୍ୟୁ, କାରଣ ଅଶ୍ୱଷ୍ଟ, ଚାଲିଛି ପୋଲିସ ତଦନ୍ତ

Kotpad, Koraput | Jan 18, 2026
ଜୈନିକ ବ୍ୟକ୍ତିଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମେଡ଼ିକାଲରେ ମୃତ୍ୟୁ, କାରଣ ଅଶ୍ୱଷ୍ଟ, ଚାଲିଛି ପୋଲିସର ତଦନ୍ତ l ବୈପାରୀଗୁଡା ଥାନା ଅନ୍ତର୍ଗତ ଘୁମର ପଂଚାୟତ ମୁଣ୍ଡିଗୁଡା ଛକରେ ଘଟିଛି ଅଘଟନ l ଗତ କାଲି ବିଳମ୍ବିତ ରାତିରେ ମୁଣ୍ଡିଗୁଡା ଗାଁର ଗୌରଚନ୍ଦ୍ର ଗରାଣ୍ଡିଆ ଗୁରୁତର ଅବସ୍ଥାରେ ରାସ୍ତା କଢ଼ାରେ ପଡିଥିବା ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ ଏବଂ ଗୁରୁତର ଙ୍କୁ ଉଦ୍ଧାର କରି ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ମେଡ଼ିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ଆଜି ସକାଳ ୯ ଟା ସମୟରେ ପୋଲିସ ତଦନ୍ତ ଆରମ୍ଭ କରିଛି l
କୋଟପାଡ: ମୁଣ୍ଡିଗୁଡାର ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ମୃତ୍ୟୁ, କାରଣ ଅଶ୍ୱଷ୍ଟ, ଚାଲିଛି ପୋଲିସ ତଦନ୍ତ - Kotpad News