ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଜଳଧା ଛକ ନିକଟସ୍ଥ ଆରତୀ ଜୁଏଲାରୀରେ ଲୁଟ୍। କାନ୍ଥ କାଟି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି।