Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନିମାପଡା: ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲା, ୨ଅଭିଯୁକ୍ତ ଭୁବନେଶ୍ଵରରୁ ଗିରଫ

Nimapada, Puri | Oct 4, 2025
ନିମାପଡ଼ା ବ୍ଳକ ଅନ୍ତର୍ଗତ ବଳଙ୍ଗା ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୫ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ପୁଲିସ ଆଜି ସଂଧ୍ୟା ୬ଟାରେଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଅଭିଯୁକ୍ତକୁ ପୁଲିସ ଭୁବନେଶ୍ଵରରୁ ଗିରଫ କରିଛି ।
ନିମାପଡା: ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲା, ୨ଅଭିଯୁକ୍ତ ଭୁବନେଶ୍ଵରରୁ ଗିରଫ - Nimapada News