Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଲୋଇସିଂହା: ପୁଇଁତଲା ଥାନାରୁ ଫେରାର ପରେ ଦେଢ଼ ମାସରେ ଅଭିଯୁକ୍ତ ଗିରଫ ସୂଚନା ଦେଲେ ଏଡ଼ିପିଓ

Loisinga, Balangir | Nov 27, 2025
ଦୀର୍ଘ ଦେଢ଼ ମାସ ପରେ ଅଭିଯୁକ୍ତ କୁ ଧରିଲା ବଲାଙ୍ଗିର ପୁଇଁନ୍ତଲା ଥାନା ପୋଲିସ । ଆଉ ଘଟଣା କୁ ନେଇ ବଡ଼ ଖୁଲାସା କରିଛନ୍ତି ବଲାଙ୍ଗିର ସଦର ଏସଡିପିଓ । ଗତ ୨୩ ତାରିଖ ଭୋର୍ ରୁ ପୁଇଁନ୍ତଲା ଥାନା ପୁରୁଣା ବିଲଡିଂ ର ପଛ ପଟ ଗ୍ରିଲ ଭାଙ୍ଗି ଫେରାର ମାରି ଥିଲା, ଯାହାକୁ ନେଇ ପୋଲିସ ତଦନ୍ତ କରିଥିଲା । ଆଉ ଶେଷରେ ଦୀର୍ଘ ଦେଢ଼ ମାସ ପରେ ଆସାମୀ ମଣ୍ଟୁ ଓରଫ ବିଶ୍ଵାମିତ୍ର ଦଳାଇକୁ ପୁଇଁତଲା ପୋଲିସ ଗିରଫ କରିଛି l ବଲାଙ୍ଗୀର ମାଲପଡା ଏରିଆ ରେ ଗତ କାଲି ସନ୍ଧ୍ୟାରେ ପୋଲିସ ରେଡ କରୁଥିବା ସମୟରେ ପୋଲିସ କୁ ଦେଖି ପୁଣି ଦୌଡ଼ି ପଳାଉ ଥିବା ବେଳେ ପୋଲିସ କାବୁ କରିନେଇଥିଲା l