କୋକସରା: ଲଡ଼ୁଗାଁ ମୁଣ୍ଡବିହୀନ ମୃତଦେହ: ୨୪ ଘଣ୍ଟା ପରେ ବି ମିଳିଲାନି କଟାମୁଣ୍ଡ
କଳାହାଣ୍ଡି କୋକସରା ଲଡ଼ୁଗାଁରେ ମୁଣ୍ଡବିହୀନ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ୨୪ ଘଣ୍ଟା ପରେ ବି କଟାମୁଣ୍ଡ ପତ୍ତା ମିଳିନି। ଡ୍ରୋନ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଖୋଜାଖୋଜି କରୁଛି। ଘଟଣାସ୍ଥଳରେ ଏସ୍ପି ଓ ଏସ୍ଡିପିଓ ଉପସ୍ଥିତ ରହି ତଦନ୍ତର ତଦାରଖ କରୁଛନ୍ତି।