ତା -୦୫-୧୧-୨୦୨୫ରିଖ ସ୍ଥାନ -ଉମରକୋଟ ଉମରକୋଟ ଅଂଚଳ ର ବିକାଶ ନିମନ୍ତେ ପୌର ପରିଷଦ ଏଵେ ସମ୍ପୂର୍ଣ ତତ୍ପର ହୋଇଉଠିଛି । ଆଜି ଦିବା ୧୧ ଘଟିକା ସମୟରେ ଉମରକୋଟ ପୌରପରିଷଦ ଅର୍ନ୍ତଗତ 01 ନମ୍ବର,02 ନମ୍ବର, 3ନମ୍ବର, 11 ନମ୍ବର ଓ 12 ନମ୍ବର ୱାର୍ଡ ରେ ରାସ୍ତା ନିର୍ମାଣ ନିମନ୍ତେ ଭୂମିପୂଜନ କରାଯାଇଛି। ଆଗକୁ ବାକି ଥିବା ୱାର୍ଡ ମାନଙ୍କରେ ମଧ୍ୟ ଉନ୍ନତିକରଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯେପରିକି ରାସ୍ତା, ଡ୍ରେନଜ, ଆଲୋକୀକରଣ, ସଫେଇ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ ଅଟେ।ପୌର ପରିଷଦ ଅଧକ୍ଷା ଶ୍ରୀମତି ରାଧା ଭତ୍ରା,କାର୍ଯ୍ୟନିର୍ବାହୀ