Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ଆସନା ଠାରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଦାବୀ

Kotpad, Koraput | Jan 15, 2026
କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆସନା ପଞ୍ଚାୟତ ପାଇଁ ନୂତନ ପଞ୍ଚାୟତ ଭବନ ମଞ୍ଜୁର ହୋଇଅଛି I ଏହାକୁ ଆସନା ଠାରେ ନିର୍ମାଣ କରିବାକୁ ଦାବୀ କରିଛନ୍ତି ଆସନା ଗାଁ ଲୋକେ I ଆଜି ଶତାଧିକ ଲୋକ ଆସି ବିଡିଓ ପି. ମନସ୍ମିତାଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବି ମୁତାବକ ଆସନା ନାମରେ ପଞ୍ଚାୟତ ନାମିତ ହୋଇଅଛି ଅଥଚ ସେଠାରେ କୌଣସି ବି ସରକାରୀ,ବେସରକାରୀ କାର୍ଯ୍ୟାଳୟ ସ୍ଥାପନ ହୋଇନାହିଁ l ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ୍,ଗୋଦାମ୍ ଗୃହ,ବଜାର ଗୃହ ଆଦି ଆସନା ନାମରେ ଉଦଳଗୁଡ଼ା ଠାରେ ରହିଅଛି l ହେଲେ ଆସନାରେ ପଂଚାୟତ ଗୃହ ନିର୍ମାଣ ଦାବୀ ହୋଇଛି l
କୋଟପାଡ: ଆସନା ଠାରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଦାବୀ - Kotpad News