ଜି ଉଦୟଗିରି ପୋଲିସ ପକ୍ଷରୁ ପୁକୁଲୁଙ୍ଗିଆ ମଶାଣି ପାଖରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ, ୨୩୦୦ଟଙ୍କା ସହ ତାସ ଜବତ,ଦୁଇ ଗିରଫ। ଏ ନେଇ ଜି ଉଦୟଗିରି ଥାନାରେ ୨୧୭/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ସୁଚନା ଦେଇଛନ୍ତି।ଦୁଇ ଜଣ ହେଲେ ନଟବର ପ୍ରଧାନ ଓ ଶ୍ରୀକାନ୍ତ ପ୍ରଧାନ।