Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଝାରସୁଗୁଡା: ଝାରସୁଗୁଡା କକ୍ସ୍ କଲୋନୀରେ ସାମାଜିକ ପରିବର୍ତ୍ତନ ବିଦ୍ୟାଳୟ, ଓଡ଼ିଶାର ଷଷ୍ଠ ଦଳଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Jharsuguda, Jharsuguda | Nov 26, 2025
ଝାରସୁଗୁଡା କକ୍ସ୍ କଲୋନୀରେ ସାମାଜିକ ପରିବର୍ତ୍ତନ ବିଦ୍ୟାଳୟ, ଓଡ଼ିଶାର ଷଷ୍ଠ ଦଳଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆଜି ଅପରାହ୍ନ ୪ ଟା ରେ ଉଦଯାପିତ ହୋଇଛି l ରାଜନୀତିକ, ସମାଜିକ, ଆର୍ଥିକ, ଅଧିକାର, ସ୍ଥାନୀୟ ସମସ୍ୟା ଏହାର କାରଣ ନିରାକାରଣ ବିଷୟରେ ଏହି ଶିବିର ପ୍ରଶିକ୍ଷଣ ଦିଆଯାଇଛି l ସାଧାରଣ ଲୋକଙ୍କ ଭିତରେ ଚେତନା ଅଣାଯାଇ ସାମଜିକ ପରିବର୍ତନ କରିବା ଏହି ଶିବିର ର ଲକ୍ଷ ରହିଛି l

MORE NEWS