Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

#ବନ୍ଧଡିହ_ସରକାରୀ_ଉଚ୍ଚ_ବିଦ୍ୟାଳୟ_୨୦୦୬_ବ୍ୟାଚର_ଗୁରୁ_ପୂଜନ_କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରମଃବରଦା ସ୍ଥିତ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚ ଛାତ୍ର–ଛାତ୍ରୀଙ୍କ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ବିରଞ୍ଚି ନାରାୟଣ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଯଶୋବନ୍ତ ଲେଙ୍କା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉତ୍କଳ କେଶରୀ ନାୟକଙ୍କ ନେତୃତ୍ବରେ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମୟୀ ଆଚାର୍ଯ୍ୟଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜୀବ ବେହେରା, ଶିକ୍ଷକ ଭାସ୍କର ପଣ୍ଡା, ରବିନ୍ଦ୍ର ଦାସ, ଇନ୍ଦ୍ରମଣି ନାୟକ, ଶରତ ବେହେରା, ସୀତାନାଥ ସାମଲ, ଦୟାନିଧି ଶତପଥୀ ପ୍ରମୁଖ ଶିକ୍ଷକ ମାନେ ଅତିଥି ଭାବେ ଯୋଗ ଦେଇ ଗୁରୁଶିଷ୍ୟର ସମ୍ପର୍କ ଏକ ଶ୍ରେଷ୍ଠ ସମ୍ପର୍କ ବୋଲି ମତବ୍ୟକ୍ତ କରିଥିଲେ। ଦୀର୍ଘ ୨୦ ବର୍ଷ ପରେ ଗୁରୁ–ଶିଷ୍ୟଙ୍କ ଏହି ପୁନର୍ମିଳନ ଫଳରେ ଏକ ଆବେଗମୟ ପରିବେଷ ସୃଷ୍ଠୀ ହୋଇଥିଲା। ଏହି ଅବସର ରେ ପୁରାତନ ଛାତ୍ର ଛାତ୍ରିଙ୍କ ପକ୍ଷରୁ ଉପସ୍ଥିତ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଗୁରୁପୂଜନ କରାଯାଇଥିଲା। ଏହି ଅବସରରେ ଶିକ୍ଷକ ଓ ପୁରାତନ ଛାତ୍ର–ଛାତ୍ରୀମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହିତ ପୁରୁଣା ଦିନର ସ୍ମୃତିକୁ ସାଉଁଟି ଥିଲେ । ପରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଂଗ୍ରାମ ସାହୁ, କାଶୀନାଥ ବେହେରା ପ୍ରମୁଖ ନିଜ ନିଜ ପରିବାର ସହ ଯୋଗଦେଇ ଏହି ମୁହୂର୍ତକୁ ଖୁସି ଓ ଆନନ୍ଦରେ ଉପଭୋଗ କରିଥିଲେ। #lntvnetwork #JajpurNews #jajpurkhabar #Aeiodisha

MORE NEWS

ରାତିରେ ଚାମେଲି ନେଇଗଲେ ଶେଷ ନିଷ୍ପତ୍ତି...  #ytshorts #shortsvideo #Kendrapada #ChameliOjha #sarapancha

ରାତିରେ ଚାମେଲି ନେଇଗଲେ ଶେଷ ନିଷ୍ପତ୍ତି... #ytshorts #shortsvideo #Kendrapada #ChameliOjha #sarapancha

Bhubaneswar M Corp, Khordha | Jun 24, 2026

#ବାଇଧର_ମହାପାତ୍ରଙ୍କ_ପ୍ରଥମ_ଶ୍ରାଦ୍ଧ_ବାର୍ଷିକ_ଅବସରରେ_ଏକ_ସ୍ମୃତି_ଚାରଣ_ସଭା
ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ବାଇଧର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଯାଜପୁର ଗରିଆପୁରସ୍ଥିତ ପ୍ରମୋଦିନି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ବକ୍ତା  ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶର ନାୟକ, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଯାଜପୁର ପୌରପାଳିକାର ପୌର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗ ଦେଇ ଯାଜପୁର ଜିଲ୍ଲା ଗଠନ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ମାରଣୀକା ପୁସ୍ତକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଯିବି ଙ୍କ ସମେତ ବିଭିନ୍ନ ଦଳୀୟ ନେତୃତ୍ୱରେ ମାନେ ଯୋଗ ଦେଇଥିଲେ।
#lntvnetwork #JajpurNews #jajpurkhabar #Aeiodisha

#ବାଇଧର_ମହାପାତ୍ରଙ୍କ_ପ୍ରଥମ_ଶ୍ରାଦ୍ଧ_ବାର୍ଷିକ_ଅବସରରେ_ଏକ_ସ୍ମୃତି_ଚାରଣ_ସଭା ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ବାଇଧର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଯାଜପୁର ଗରିଆପୁରସ୍ଥିତ ପ୍ରମୋଦିନି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶର ନାୟକ, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଯାଜପୁର ପୌରପାଳିକାର ପୌର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗ ଦେଇ ଯାଜପୁର ଜିଲ୍ଲା ଗଠନ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ମାରଣୀକା ପୁସ୍ତକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଯିବି ଙ୍କ ସମେତ ବିଭିନ୍ନ ଦଳୀୟ ନେତୃତ୍ୱରେ ମାନେ ଯୋଗ ଦେଇଥିଲେ। #lntvnetwork #JajpurNews #jajpurkhabar #Aeiodisha

Bhubaneswar M Corp, Khordha | Jun 24, 2026

#ବନ୍ଧଡିହ_ସରକାରୀ_ଉଚ୍ଚ_ବିଦ୍ୟାଳୟ_୨୦୦୬_ବ୍ୟାଚର_ଗୁରୁ_ପୂଜନ_କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରମଃବରଦା ସ୍ଥିତ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚ ଛାତ୍ର–ଛାତ୍ରୀଙ୍କ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ବିରଞ୍ଚି ନାରାୟଣ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଯଶୋବନ୍ତ ଲେଙ୍କା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉତ୍କଳ କେଶରୀ ନାୟକଙ୍କ ନେତୃତ୍ବରେ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମୟୀ ଆଚାର୍ଯ୍ୟଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜୀବ ବେହେରା, ଶିକ୍ଷକ ଭାସ୍କର ପଣ୍ଡା, ରବିନ୍ଦ୍ର ଦାସ, ଇନ୍ଦ୍ରମଣି ନାୟକ, ଶରତ ବେହେରା, ସୀତାନାଥ ସାମଲ, ଦୟାନିଧି ଶତପଥୀ ପ୍ରମୁଖ ଶିକ୍ଷକ ମାନେ ଅତିଥି ଭାବେ ଯୋଗ ଦେଇ ଗୁରୁଶିଷ୍ୟର ସମ୍ପର୍କ ଏକ ଶ୍ରେଷ୍ଠ ସମ୍ପର୍କ ବୋଲି ମତବ୍ୟକ୍ତ କରିଥିଲେ। ଦୀର୍ଘ ୨୦ ବର୍ଷ ପରେ ଗୁରୁ–ଶିଷ୍ୟଙ୍କ ଏହି ପୁନର୍ମିଳନ ଫଳରେ ଏକ ଆବେଗମୟ ପରିବେଷ ସୃଷ୍ଠୀ ହୋଇଥିଲା। ଏହି ଅବସର ରେ ପୁରାତନ ଛାତ୍ର ଛାତ୍ରିଙ୍କ ପକ୍ଷରୁ ଉପସ୍ଥିତ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଗୁରୁପୂଜନ କରାଯାଇଥିଲା। ଏହି ଅବସରରେ ଶିକ୍ଷକ ଓ ପୁରାତନ ଛାତ୍ର–ଛାତ୍ରୀମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହିତ ପୁରୁଣା ଦିନର ସ୍ମୃତିକୁ ସାଉଁଟି ଥିଲେ । ପରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଂଗ୍ରାମ ସାହୁ, କାଶୀନାଥ ବେହେରା ପ୍ରମୁଖ ନିଜ ନିଜ ପରିବାର ସହ ଯୋଗଦେଇ ଏହି ମୁହୂର୍ତକୁ ଖୁସି ଓ ଆନନ୍ଦରେ ଉପଭୋଗ କରିଥିଲେ। #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News