ଭୋଗରାଇ: ଜଳେଶ୍ଵର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା: ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ମହମବତି ଶୋଭାଯାତ୍ରା
ଜଳେଶ୍ଵର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରିଛନ୍ତି କମର୍ଦ୍ଦା ଡିଗ୍ରୀ କଲେଜର ଛାତ୍ରଛାତ୍ରୀ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ସହରରେ ଏକ ମହମବତି ଶୋଭାଯାତ୍ରା କରାଯାଇଛି।