ଖରିଆର: ଖଡ଼ିଆଳରେ ବେଟି ବଚାଓ, ବେଟି ପଢ଼ାଓ ସାଇବର ସଚେତନତା ତାଲିମ
ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ଶକ୍ତି ସଭାଗୃହରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧିନରେ ସାଇବର ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଖଡ଼ିଆଳ ସିଡିପିଓ ଲତା ଡିଗଲ ଅଧକ୍ଷତା କରୁଥିଲେ ଏବଂ ଜିଲ୍ଲା ସାଇବର ସେଲର ଅଧିକାରୀ ତାଲିମ ଦେଲେ।