#ଆୟୁଷ୍ମାନ_ଆରୋଗ୍ୟ_କେନ୍ଦ୍ର_ପରିସରରେ_ବୁଲିଲା_ବୁଲଡୋଜର
ବୈପାରୀଗୁଡା - ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିସରରେ ବୁଲିଲା ବୁଲଡୋଜର, ହଟିଲା ସରକାରୀ ଜାଗାରେ ବେଆଇନ ଘର, ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଠାରେ ମାଜିଷ୍ଟେଟ ତଥା ତହସିଲଦାର,ମେଡିକାଲ ଅଧିକାରୀ ଏବିଡ଼ିଓଙ୍କ ଉପସ୍ଥିତିରେ ହଟିଲା ବେଆଇନ ଘର l