ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ରାହାଣ ଗ୍ରାମବାସୀ
ସମ୍ବଲପୁର ଜ଼ିଲ୍ଲାପାଳ କାର୍ଯ୍ୟାଳୟ ରେ ତେଢାଖୋଲ ବ୍ଲକ ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତ ର ରାହାଣ ଗ୍ରାମବାସୀ ହେଲେ ଦ୍ୱାରସ୍ଥ l ମିଳିଥିବା ସୂଚନା ଅନୁସାରେ ରାହାଣ ଗ୍ରାମରେ ସରକାରଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜଣେ ଅଧିକାରୀ କରାଇ ଦେଉନଥିବା ଅଭିଯୋଗ ଆଣିଛନ୍ତି ରାହାଣ ଗ୍ରାମ ବାସି l. ରେଢ଼ାଖୋଲ ରେ ଥିବା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗରେ ଆସୁଥିବା କାର୍ଯ୍ୟ ଗୁଡିକୁ ଏସଏଜି ମହିଳା ମାନଙ୍କୁ ବଣ୍ଟନ କରାଯାଉନଥିବା ଅଭିଯୋଗ ଆଣିଥିଲେ l