ସମ୍ବଲପୁର ମ୍ୟୁନିସିପାଲଟି: ଆଦିବାସୀ ସାମ୍ପ୍ରଦାୟର କିଛି ସମାଜସେବୀ ଓ କର୍ମକର୍ତା ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣ ପାଇଁ ଜ଼ିଲ୍ଲାପାଳଙ୍କଦ୍ୱାରସ୍ଥ
ସମ୍ବଲପୁର ଆଦିବାସୀ ସାମ୍ପ୍ରଦାୟର କିଛି ସମାଜସେବୀ ଓ କର୍ମକର୍ତା ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣ ପାଇଁ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଅଇଁଠାପାଲି ଜାତୀୟ ରାଜପଥ ରେ ଫ୍ଲାୟ ଓଭର କାର୍ଯ୍ୟ ଚାଲୁଥିବା ବେଳେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇଛି l ହେଲେ ଯେଉଁ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ସେଠାରେ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣ ସଠିକ ଭାବରେ ହେଉନାହିଁ l ଏଥିପାଇଁ ଆଜି ଦିନ ପ୍ରାୟ 2 ଟା ସମୟରେ ଆଦିବାସୀ ସାମ୍ପ୍ରଦାୟର କର୍ମକର୍ତା ମାନେ ଜ଼ିଲ୍ଲାପାଳଙ୍କୁ ସାକ୍ଷାତ କରି ବିର